ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଡଚ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଡଚ   ବିଶେଷ୍ୟ

ଅର୍ଥ : ନେଦରଲ୍ୟାଣ୍ଡର ନିବାସୀ

ଉଦାହରଣ : ସେହି ଡଚକୁ ଗୁପ୍ତ ବିମାନଦ୍ୱାରା ଡକାଯାଇଥିଲା

ସମକକ୍ଷ : ନେଦରଲ୍ୟାଣ୍ଡବାସୀ, ହଲାଣ୍ଡବାସୀ


ଅନ୍ୟ ଭାଷାରେ ଅନୁବାଦ :

The people of the Netherlands.

The Dutch are famous for their tulips.
dutch, dutch people

ଅର୍ଥ : ନେଦରଲ୍ୟାଣ୍ଡରେ କୁହାଯାଉଥିବା ଭାଷା

ଉଦାହରଣ : ନେଦରଲ୍ୟାଣ୍ଡ ଭିନ୍ନ ଅନ୍ୟ ଦେଶମାନଙ୍କରେ ମଧ୍ୟ ଡଚ ଭାଷା କୁହାଯାଏ

ସମକକ୍ଷ : ଡଚ ଭାଷା


ଅନ୍ୟ ଭାଷାରେ ଅନୁବାଦ :

नीदरलैंड में बोली जाने वाली भाषा।

डच नीदरलैंड के अलावा अन्य देशों में भी बोली जाती है।
डच, डच भाषा, डच-भाषा

The West Germanic language of the Netherlands.

dutch

ଡଚ   ବିଶେଷଣ

ଅର୍ଥ : ଡଚ ଭାଷାର ବା ଡଚ ଭାଷା ସଂବନ୍ଧିତ

ଉଦାହରଣ : ତାଙ୍କର ଡଚ ରଚନାଗୁଡ଼ିକୁ ସୁରକ୍ଷିତ ରଖାଯାଇଛି


ଅନ୍ୟ ଭାଷାରେ ଅନୁବାଦ :

डच भाषा का या डच भाषा से संबंधित।

उनकी डच रचनाओं को सुरक्षित रखा गया है।
डच

ଅର୍ଥ : ନେଦରଲ୍ୟାଣ୍ଡର ବା ନେଦରଲ୍ୟାଣ୍ଡ ସଂବନ୍ଧିତ

ଉଦାହରଣ : ଆମେ ଡଚ ମ୍ୟୁଜିୟମ ଦେଖିବାକୁ ଯାଇଥିଲୁ


ଅନ୍ୟ ଭାଷାରେ ଅନୁବାଦ :

नीदरलैंड का या नीदरलैंड से संबंधित।

हम डच म्यूज़ियम देखने गए थे।
डच

Of or relating to the Netherlands or its people or culture.

Dutch painting.
Dutch painters.
dutch